
ସାନ୍ତାଳୀ ଅଲଚିକି ଲିପିର ଜନକ, ସାହିତ୍ୟିକ, ଶିକ୍ଷାବିତ ତଥା ସମାଜସେବୀ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଚନ୍ଦ୍ରଶେଖରପୁର ନିଳାଦ୍ରୀବିହାର ଠାରେ ଉନ୍ମୋଚନ ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ସମାପନ ହୋଇଛି। ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ, ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ @mohanmodisha, ଉପମୁଖ୍ୟମନ୍ତ୍ରୀ ଶ୍ରୀ @kanakvardhansinghdeo ଓ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉପସ୍ଥିତ ଥିଲେ।