
ସାନ୍ତାଳୀ ଅଲଚିକି ଲିପିର ଜନକ,………..
ସାନ୍ତାଳୀ ଅଲଚିକି ଲିପିର ଜନକ, ସାହିତ୍ୟିକ, ଶିକ୍ଷାବିତ ତଥା ସମାଜସେବୀ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଚନ୍ଦ୍ରଶେଖରପୁର ନିଳାଦ୍ରୀବିହାର ଠାରେ ଉନ୍ମୋଚନ ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ସମାପନ ହୋଇଛି। ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ, ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ @mohanmodisha, ଉପମୁଖ୍ୟମନ୍ତ୍ରୀ ଶ୍ରୀ @kanakvardhansinghdeo ଓ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉପସ୍ଥିତ ଥିଲେ।
Read More
ସାଂସଦ ଶ୍ରୀ ବଳଭଦ୍ର ମାଝୀ ଓ ବିଧାୟକ ଶ୍ରୀ ଗୌରୀ ମାଝୀଙ୍କ ସହ ମୁଁ ତ୍ରିରଙ୍ଗା ଶୋଭାଯାତ୍ରାରେ ଭାଗ ନେବା
ସାଂସଦ ଶ୍ରୀ ବଳଭଦ୍ର ମାଝୀ ଓ ବିଧାୟକ ଶ୍ରୀ ଗୌରୀ ମାଝୀଙ୍କ ସହ ମୁଁ ତ୍ରିରଙ୍ଗା ଶୋଭାଯାତ୍ରାରେ ଭାଗ ନେବା ସମୟରେ ନବରଙ୍ଗପୁର ଜିଲ୍ଲାର ବନ୍ଧୁମାନଙ୍କ ସ୍ୱାଗତ, ସମ୍ବର୍ଦ୍ଧନା ଓ ଆତିଥ୍ୟ ପ୍ରାପ୍ତ କରି ମୁଁ ମୋର ବିମୋହିତ ହୃଦୟରୁ ଧନ୍ୟବାଦ ଜ୍ଞାପନ କରୁଛି ।
Read More