
ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତାଃ ।
ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତାଃ । ଆଜି ବାଲେଶ୍ୱରରେ ରାଜ୍ୟର ନାରୀ ସଶକ୍ତିକରଣ ଦିଗରେ ଆରମ୍ଭ ହେଉଥିବା ସୁଭଦ୍ରା ଯୋଜନାର ସଚେତନତା ନିମନ୍ତେ ସୁଭଦ୍ରା ରଥର ଶୁଭାରମ୍ଭ କରାଗଲା । ମହିଳାଙ୍କ ସକଳ ଉନ୍ନତିରେ ରାଜ୍ୟର ପ୍ରଗତି ।
Read More